ସମ୍ବଲପୁର : ସମ୍ବଲପୁର ଜିଲା ଧନୁପାଲି ଥାନା ମହାବୀରପଡ଼ା ପଡ଼ିଆ ନିକଟରୁ ପୁଲିସ୍ ଗୁରୁବାର ବିପୁଳ ପରିମାଣର କଫ୍ ସିରପ ଜବତ କରିବା ସହ ତିନି ଜଣ ଲୋକଙ୍କୁ ଗିରଫ କରିଛି। ପୁଲିସ ଏକ ସ୍କୁଟିରୁ ୩୬୦ଟି କଫ୍ ସିରପ ଜବତ କରିଥିବାବେଳେ ଏକ ହଜାର ନିଶା ବଟିକା ସମେତ ଦେଢ ଲିଟର ଅପମିଶ୍ରିତ କଫ୍ ସିରଫ୍ ମଧ୍ୟ ଜବତ କରାଯାଇଛି।
Popular Categories



