www.samajalive.in
Saturday, December 6, 2025
15.1 C
Bhubaneswar

ପନିର କାକୁଡ଼ି ସାଲାଡ଼

ଆବଶ୍ୟକ ସାମଗ୍ରୀ
କାକୁଡ଼ି – ୪ଟି
ପନିର – ୨୫୦ ଗ୍ରାମ
କଟା ପିଆଜ – ୨ଟି
କଟା ଟମାଟୋ – ୨ଟି
କଟା ସିମଲା ଲଙ୍କା – ୧ଟି
ଗୋଲମରିଚ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ କାକୁଡ଼ିକୁ ଲମ୍ବା ଭାବେ କାଟନ୍ତୁ। ସିମଲା ଲଙ୍କାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏକ ଚାମଚ ଦ୍ୱାରା କାକୁଡ଼ିରେ ଥିବା ମଞ୍ଜିକୁ କାଢି ଦିଅନ୍ତୁ। ଏବେ ଏକ ପାତ୍ରରେ କୋରା ହୋଇଥିବା ପନିର, ଟମାଟୋ, ପିଆଜ, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ପୁର ପ୍ରସ୍ତୁତ କରି ଦିଅନ୍ତୁ। ଏବେ କାକୁଡ଼ି ମଧ୍ୟରେ ଏହି ପୁରକୁ ଭରି ଦିଅନ୍ତୁ ଓ ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ସାଲାଡ଼।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories