nua o banner

ପିଏନ୍‌ବି ମାମଲା : ମୋଦି ଓ ଚୋକ୍ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା

BSKY banner  750×100
0

ମୁମ୍ବଇ : ବହୁକୋଟି ଟଙ୍କା ପଞ୍ଜାବ ନେସନାଲ ବ୍ୟାଙ୍କ ଦୁର୍ନୀତି ମାମଲାରେ ନୀରବ ମୋଦି ତାଙ୍କ ମାମୁଁ ମେହୁଲ ଚୋକ୍ସିଙ୍କ ବିରୋଧରେ ମୁମ୍ବାଇର ସିବିଆଇ ଅଦାଲତ ଜାମିନ ବିହୀନ ଗିରଫ ପରଓ୍ଵାନା (ଏନ୍‌ବିଡବ୍ଲ)ଜାରି କରିଛନ୍ତି।

ହୀରା ବ୍ୟବସାୟୀ ମୋଦି ଏବଂ ତାଙ୍କ ମାମୁ ଚୋକ୍ସି ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କା  ଠକି ନେଇଛନ୍ତି। ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଆଦି ତତନ୍ତକାରୀ ସଂସ୍ଥା ତଦନ୍ତ ଆରମ୍ଭ କରି ନୀରବଙ୍କ ବିରୋଧରେ ଅର୍ଥ ଠକେଇ ମାମଲା ରୁଜୁ କରିଥିଲା। ପରେ ପ୍ରବର୍ତ୍ତନ ନିର୍ଦେଶାଳୟ  ନୀରବଙ୍କର ସୁନା-ହୀରା ଅଳଙ୍କାର ସମେତ କୋଟି କୋଟି ଟଙ୍କାର ସଂପତ୍ତି ଜବତ କରିଛି।

Leave A Reply