ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦% ସଂରକ୍ଷଣକୁ ସୁପ୍ରିମକୋର୍ଟରେ ବିରୋଧ

0

ନୂଆଦିଲ୍ଲୀ: ସାଧାରଣ ବର୍ଗର ଗରିବଙ୍କୁ ଶିକ୍ଷା ଓ ସରକାରୀ ଚାକିରିରେ ୧୦% ସଂରକ୍ଷଣ ପାଇଁ ଆଗତ ସମ୍ବିଧାନ ସଂଶୋଧନ ବିଲ୍‍କୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ଦାଏର କରାଯାଇଛି। ୟୁଥ୍‍ ଫର ଇକ୍ୱାଲିଟି ନାମକ ସଂସ୍ଥା ଏବଂ ଡ. କୌଶଳ କାନ୍ତ ମିଶ୍ରଙ୍କ ପକ୍ଷରୁ ଏହି ମାମଲା ଆଗତ କରାଯାଇଛି। ଯଦି ଏହି ବିଲ୍‍ ଆଇନରେ ପରିଣତ ହୁଏ ତେବେ ସୁପ୍ରିମକୋର୍ଟ ସଂରକ୍ଷଣ କ୍ଷେତ୍ରରେ ଧାର୍ଯ୍ୟ କରିଥିବା ୫୦% ସୀମା ଅତିକ୍ରମ କରିବ ବୋଲି ଆବେଦନରେ ଦର୍ଶାଯାଇଛି।

kalyan agarbati
Leave A Reply