www.samajalive.in
Monday, December 15, 2025
24.1 C
Bhubaneswar

କଂଗ୍ରେସ ସମୀକ୍ଷା ବୈଠକରେ ଗୁଳି ଚଳାଇବାକୁ ଧମକ କିଏ ଦେଲା

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନରେ ୬୧ସିଟରେ ନିର୍ବାଚନ ଲଢିଥିବା କଂଗ୍ରେସ ମାତ୍ର ୬ଟି ସିଟରେ ବିଜୟୀ ହାସଲ କରିଥିଲା । ଏଭଳି ନରାଶଜନକ ପରାଜୟ ପାଇଁ ଦଳ ଏବେ ସମୀକ୍ଷା କରିଛି । ଗୁରୁବାର ଦଳ ପକ୍ଷରୁ ସମୀକ୍ଷା ବୈଠକ ସମୟରେ ବିହାରର ଦଳୀୟ ପ୍ରାର୍ଥୀମାନେ ପରାଜୟର କାରଣ ବିଷୟରେ ଆଲୋଚନା କରିଥିଲେ । ବୈଠକରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଏବଂ କେସି ବେଣୁଗୋପାଳଙ୍କ ସହ ଅନ୍ୟ ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।

ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବୈଠକରେ ହଙ୍ଗାମା ହୋଇଥିଲା । ଗାଳିଗୁଲଜ କରିବା ସହ ଗୁଳି ମାରିବାକୁ ଧମକ ମଧ୍ୟ ଦିଆଯାଇଛି । ବିହାରର ନେତାମାନେ କହିଛନ୍ତି ଯେ ପରାଜୟର କାରଣ ଟିକେଟ ବିକ୍ରି, ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ଏବଂ ବାହାରୁ ପ୍ରାର୍ଥୀ କରିବା । ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ବଢିଥିଲା ଯେ ଶଦ୍ଦରେ ଅପମାନ ଏବଂ ଗୁଳି ଫୁଟିବା ପର୍ଯ୍ୟନ୍ତ କଥା କୁହାଯାଇଥିଲା । ଏହି ସମୟରେ ରାହୁଲ ଓ ମଲ୍ଲିକାର୍ଜୁନ ଖଡଗେ ଅନୁପସ୍ଥିତ ରହିଥିଲେ ।

- Advertisement -

ପୁରା ଘଟଣା କଣ ଥିଲା, ଦେଖନ୍ତୁ ଏହି ଭିଡ଼ିଓରେ . . . .

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories