www.samajalive.in
Sunday, December 7, 2025
26.1 C
Bhubaneswar

ସର୍ବବୃହତ ସାନ୍ତାକ୍ଲଜ ବାଲୁକା ମୂର୍ତ୍ତି ପାଇଁ ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ

ପୁରୀ : ବଡ଼ଦିନ ଉପଲକ୍ଷେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ସର୍ବବୃହତ ବାଲୁକା ସାନ୍ତାକ୍ଲଜ ପ୍ରସ୍ତୁତ କରିଛନ୍ତି। ଏହା ଗିନିଜ ବୁକ ଅଫ୍ ୱାଲ୍ଟ ରେକର୍ଡ ପାଇବାର ଗୌରବ ଅର୍ଜନ କରିଛି। ୧୬ ହଜାର ବର୍ଗଫୁଟ ଅଞ୍ଚଳରେ ସମୁଦ୍ର ବାଲି ସମେତ ୫୫୦ କିଗ୍ରା ଚକୋଲେଟରେ ଏହି ‘ଚକୋଲେଟ୍‌ ସାନ୍ତାକ୍ଲଜ୍‌’ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ସୁଦର୍ଶନଙ୍କୁ ଛଅ ଘଣ୍ଟା ଲାଗିଥିଲା। ଏହି ବାଲୁକା ମୂର୍ତ୍ତି ନିର୍ମାଣରେ ସୁଦର୍ଶନଙ୍କୁ ସ୍ୟାଣ୍ଡ ଆର୍ଟ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories