www.samajalive.in
Tuesday, December 9, 2025
15.1 C
Bhubaneswar

ମାମଲା ପରେ ପୀତାମ୍ବର ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା

ଭୁବନେଶ୍ବର : ନିର୍ବାଚନ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ଓ ପୁଲିସଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାମରେ ଶନିବାର ମାମଲା ରୁଜୁ ପରେ ତାଙ୍କର ପ୍ରତିକ୍ରିୟା ମିଳିଛି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡିଶା ପୁଲିସକୁ ସ୍ବାଗତ କରୁଛି, ମୋତେ ଗିରଫ କରନ୍ତୁ । ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ପୁଲିସ ପ୍ରୟୋଗ କରିବା ନୂଆ କଥା ନୁହେଁ । ନବୀନ ପ୍ରଶାସନ ମୋତେ ଅପରାଧୀ ଚିତ୍ରଣ କଲେ ମୋର ଦୁଃଖ ନାହିଁ । ପରାଜୟ ଭୟରେ ନବୀନ ଏବେ ବିଚଳିତ ଅଛନ୍ତି । ନବୀନଙ୍କ ନାଲିଆଖିକୁ ଡରିବି ନାହିଁ, ଜେଲରେ ଥାଇ ମଧ୍ୟ ନିର୍ବାଚନ ଜିତିବି ବୋଲି ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories