www.samajalive.in
Wednesday, December 10, 2025
26.1 C
Bhubaneswar

ଗଣେଶ ଓ କଳ୍ପେଶ୍ୱର ମହାଦେବ ମନ୍ଦିରରୁ ଚୋରି

ପାତ୍ରପୁର: ଜରଡ଼ା ଥାନା ସାମନ୍ତରା ପୁର ପଞ୍ଚାୟତର ପାଞ୍ଚାମ୍ବ ନିକଟରେ ଥିବା ଗଣେଶ ଓ କଳ୍ପେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ଚୋରି ହୋଇଛି ବୋଲି ଜରଡା ଥାନାରେ ଅଭିଯୋଗ କରାଯାଇଛି। ଚୋର ମାନେ ଗଣେଶଙ୍କ ରୁପା କିରଟି ସହ କଳ୍ପେଶ୍ୱର ମହାଦେବ ମନ୍ଦିର ହୁଣ୍ଡି ତାଲା କାଟି ଟଙ୍କା ଚୋରି କରି ନେଇଥିବା ଜଣାପଡ଼ିଛି । ମନ୍ଦିରରେ ଚୋରି ହୋଇଥିବା ନେଇ ପୂଜକ ଜାଣିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ଗ୍ରାମବାସୀଙ୍କ ତରଫରୁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories