www.samajalive.in
Sunday, December 7, 2025
26.1 C
Bhubaneswar

ରାଜ୍ୟ ବଜେଟ୍ ୨୦୨୦-୨୧ : ଏଥର ଡିଜିଟାଲ ବଜେଟ୍

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ମଙ୍ଗଳବାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିବେ। ତେବେ ଏଥରର ବଜେଟ୍ ହେବ କାଗଜ ବିହୀନ ବା ପେପରଲେସ୍।  କାରଣ ଏଥର ବଜେଟ ପୁସ୍ତିକା ଛପାଯାଇ ନାହିଁ। ଅନ୍ୟ ଅର୍ଥରେ ଏହାକୁ ଡିଜିଟାଲ ବା ଇ-ବଜେଟ୍ କହିଲେ ଅତ୍ୟକ୍ତି ହେବ ନାହିଁ।

କାଗଜ ବିହୀନ ବଜେଟ୍ ଦ୍ବାରା ପ୍ରାୟ ୭୫ ଲକ୍ଷ ପୃଷ୍ଠାର କାଗଜ ଓ ମୁଦ୍ରଣ ଖର୍ଚ୍ଚ ସଂଚୟ କରାଯାଇପାରିଛି। ପରିବେଶ ସୁରକ୍ଷା ଏବଂ ଜଙ୍ଗଲ ରକ୍ଷା ପାଇଁ  ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଯଦି ବଜେଟ୍ ପୁସ୍ତିକା ଛପା ଯାଇଥାଆନ୍ତା, ତେବେ ଏଥିଲାଗି କାଗଜ ପାଇଁ ୧୦୦୦ରୁ ଅଧିକ ଗଛ କାଟିବାକୁ ପଡ଼ିଥାନ୍ତ। ତେଣୁ ଏଥର ଡିଜିଟାଲ ମୋଡରେ ବଜେଟ୍ ଉପସ୍ଥାପିତ ହେବ। ଏହି ଡିଜିଟାଲ ପ୍ରକ୍ରିୟାକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ସବୁଜ ଓ ନିରନ୍ତର ବିକାଶ ଲାଗି ରାଜ୍ୟ ସରକାର ବଦ୍ଧ ପରିକର। ଏଥି ସହ ଏହାକୁ ଗ୍ରୀନ୍ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories