www.samajalive.in
Sunday, December 7, 2025
23.1 C
Bhubaneswar

୨୦୨୦-୨୧ ରାଜ୍ୟ ବଜେଟ : ପ୍ରଥମ ଥର ଇ-ବଜେଟ

ସୁଟକେଶ ଏବଂ ସହସ୍ରାଧିକ କାଗଜ ବ୍ୟବହାର ନ କରି ଏକ ପେନ ଡ଼୍ରାଇଭରେ ବଜେଟ ରିଲିଜ କରାଯାଇଛି। ୫-ଟି ଜରିଆରେ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଇ ଏଭଳି ପରିବର୍ତ୍ତନ ଅଣାଯାଇଛି। ଏହାଦ୍ବାରା ୭୫ଲକ୍ଷ ପୃଷ୍ଟା ବଞ୍ଚାଯିବା ସହିତ ୧୦୦୦ ଗଛକୁ ସୁରକ୍ଷା ଦିଆଯାଇପାରିଛି। ଦେଶରେ ଏଭଳି ବଜେଟ ପ୍ରସ୍ତୁତିରେ ଓଡ଼ିଶା ଦ୍ବିତୀୟ ରାଜ୍ୟ। ପେପର ଛାପା ଭାଷଣ ପରିବର୍ତ୍ତେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଇ-ପ୍ୟାଡ୍‌ରେ ବଜେଟ ଭାଷଣ ପଢ଼ିଛନ୍ତି। ସବୁ ନାଗରିକଙ୍କ ପାଇଁ ମୋବାଇଲ ଆପ୍‌ରେ ବଜେଟ ଉପଲବ୍ଧ । ପେପରଲେସ ବଜେଟ ପ୍ରସ୍ତୁତି ସହିତ ବିଧାନସଭାରେ ସବୁ ବିଧାୟକଙ୍କୁ ଆଇ-ପ୍ୟାଡ୍‌ ଯୋଗାଇ ଦିଆଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ମୋବାଇଲ ଆପ୍‌ ରହିଛି। ଏହା ଉଭୟ ଗୁଗଲି ପ୍ଲେ ଷ୍ଟୋର, ଆପଲ ଆପ ଷ୍ଟୋରରେ ଉପଲବ୍ଧ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏକ ଜଳବାୟୁ ବଜେଟ ଦସ୍ତାବିଜ୍‌ ଆରମ୍ଭ କରିଛି। ବଜେଟରେ ବିଶ୍ବସନୀୟତାର ଉନ୍ନତି ଆଣିବା ପାଇଁ ପ୍ରଥମ ରାଜ୍ୟ ଭାବେ ଷ୍ଟ୍ରାଟେଜିକ୍‌ ବଜେଟିଂ ବ୍ୟବସ୍ଥାର ପ୍ରବର୍ତ୍ତନ ହୋଇଛି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories