ବୈଶାଖ କୃଷ୍ଣପକ୍ଷ ଅଷ୍ଟମୀ ତିଥି ୧ ମେ ୨୦୨୪ ବୁଧବାର ଦିନ ସକାଳ ୯ଟା୫୦ରେ ଦେବ ଗୁରୁ ବୃହସ୍ପତି ନିଜର ମିତ୍ର ଗ୍ରହ ମଙ୍ଗଳଙ୍କ ରାଶି ମେଷ ରାଶି ଛାଡି ଶୁକ୍ରଙ୍କ ରାଶି ବୃଷରେ ପ୍ରବେଶ କରିବେ। ବୃହସ୍ପତିଙ୍କ ଏହି ପରିବର୍ତ୍ତନ ଶୁଭଫଳ ପ୍ରଦାନ କରିବ।
କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..
ବୃହସ୍ପତିଙ୍କ ଏହି ପରିବର୍ତ୍ତନରେ ମେଷ, ବୃଷ, କର୍କଟ,ସିଂହ, କନ୍ୟା, ବିଛା, ମକର ଓ ମୀନ ରାଶିର ଲୋକେ ଲାଭବାନ୍ ହେବେ। ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବା ସହ ଲାଭବାନ୍ ହେବେ।
ମେଷ, ମିଥୁନ, ତୁଳା, ଧନୁ ଏବଂ କୁମ୍ଭ ରାଶିର ଲୋକେ ଭାବିଚିନ୍ତି ସମସ୍ତ ନିଷ୍ପତ୍ତି ନିଅନ୍ତୁ। ଉଭୟ ବ୍ୟବସାୟ ଓ ଜୀବନରେ ସମସ୍ତ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଏମାନେ ଗୃହଗ୍ରହଙ୍କ ସହ ଜଡିତ ଉପାୟ ଆପଣାନ୍ତୁ। ଏହାଦ୍ୱାରା ଲାଭବାନ୍ ହୋଇ ପାରିବେ।
୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ ; ଏସବୁ ଜିଲାକୁ ସତର୍କ ସୂଚନା ଜାରି..



