କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..

ସଭିଏଁ ନିଜର ବିବାହ ପାଇଁ ଅନେକ କିଛି ଚିନ୍ତା କରି ଥାଆନ୍ତି। ବ୍ୟକ୍ତି ନିଜ ବିବାହ ସମ୍ପର୍କରେ ଜାଣିବା ପାଇଁ ବେଶ ଇଚ୍ଛୁକ ଥାଏ। ଏହାସହ ଭାଗ୍ୟରେ ପ୍ରେମ ବିବାହ କିମ୍ବା ପ୍ରସ୍ତାବିତ ବିବାହ ତାହା ମଧ୍ୟ ସଭିଁଙ୍କ ପାଇଁ ଏକ ପ୍ରଶ୍ନବାଚୀ। ହସ୍ତ ଶାସ୍ତ୍ରରେ ପାପୁଲିର ରେଖାରୁ ବ୍ୟକ୍ତିଙ୍କ ବୈବାହିକ ଜୀବନ ବିଷୟରେ ଜଡିତ ଅନେକ ରହସ୍ୟ ଜଣା ପଡିଥାଏ। ଜାଣନ୍ତୁ.. ବିବାହରେ ବିଳମ୍ବ ହେଉଛି କି? ଏହି ଉପାୟରେ ମାତ୍ର ଏକ ମାସରେ ହେବ … Continue reading କ’ଣ କହେ ହସ୍ତରେଖା? ଜାଣନ୍ତୁ, ଆପଣଙ୍କ ହେବ ପ୍ରେମ ନା ପ୍ରସ୍ତାବିତ ବିବାହ, କେମିତି କଟିବ ବୈବାହିକ ଜୀବନ..