www.samajalive.in
Friday, December 5, 2025
26.1 C
Bhubaneswar

ଶନିବାର ବାସ୍ ଏହି ଗୋଟିଏ ଜିନିଷ ଦାନ କରନ୍ତୁ : ଦୂର ହେବ ଶନି ଦଶା, ମିଳିବ କୃପା..

ଶନିଦେବତାଙ୍କୁ କର୍ମଫଳ ଦାତା ବୋଲି କୁହାଯାଏ। ପ୍ରତ୍ୟେକ ମନୁଷ୍ୟଙ୍କୁ ନିଜ କର୍ମ ଅନୁଯାୟୀ ଶନିଦେବ ଫଳ ପ୍ରଦାନ କରି ଥାଆନ୍ତି। ଜାତକରେ ଶନିଙ୍କ ସ୍ଥିତି ଦୁର୍ବଳ ଥିଲେ, ଜୀବନରେ ସମସ୍ୟା ଲାଗି ରହିଥାଏ। ମାତ୍ର ଜାତକରେ ଶନିଙ୍କ ସ୍ଥିତି ଭଲ ଥିଲେ, ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ।ଶନି ଦେବଙ୍କୁ ଶାନ୍ତ କରିବା ପାଇଁ ଶାସ୍ତ୍ରରେ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏଭଳି କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ,ଯାହାର ପାଳନ କରିବା ଦ୍ୱାରା ଶନିଦେବଙ୍କ ସହ ଭୋଳାଶଙ୍କର ପ୍ରସନ୍ନ ହେବା ସହ ତାଙ୍କ ଆଶୀର୍ବାଦ ମିଳିଥାଏ।

ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..

- Advertisement -

ହିନ୍ଦୁ ଧର୍ମରେ ଦାନର ଖୁବ୍ ମହତ୍ତ୍ୱ ରହିଛି। ଦେବୀଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାପାଠ ସହ କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ଉପାୟ ଦ୍ୱାରା ଶନିଦେବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି। ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିବାର ଦିନ ପାଇଁ କିଛି ବିଶେଷ ଜିନିଷ ଦାନ କରନ୍ତୁ।

ଶମି ବୃକ୍ଷକୁ ଦାନ ସ୍ୱର୍ଣ୍ଣ ଦାନ ସହ ସମାନ ବୋଲି କୁହାଯାଏ। ମାନ୍ୟତା ଅନୁଯାୟୀ, ଯେଉଁ ବ୍ୟକ୍ତି ବିଶେଷ ଶମି ବୃକ୍ଷ ଦାନ କରନ୍ତି, ତାଙ୍କୁ ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ଶନିଙ୍କ ସାଢେସାତୀ ଓ ଦୈତ୍ୟ ପ୍ରଭାବରୁ ମୁକ୍ତି ମିଳିଥାଏ।

ବାସ୍ ଏହି ସରଳ ଉପାୟରେ ଜାତକରେ ଦୂର ହେବ ଶନିଙ୍କ କୋପ, ମହାଦଶା..

ଶମି ବୃକ୍ଷ ଦାନ କରିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଆର୍ଥିକ ସମସ୍ୟା ଦୂର ହେବା ସହ ପରିବାରରେ ହସଖୁସିର ପରିବେଶ ରହିଥାଏ।
ସନାତନ ଧର୍ମରେ ଶମି ବୃକ୍ଷକୁ ଖୁବ୍ ଶୁଭ ବୋଲି ମାନ୍ୟତା ରହିଛି। ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶମି ବୃକ୍ଷ ସହ ଜଡିତ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ଶନିବାର ଦିନ ଶମି ବୃକ୍ଷକୁ ଦାନ କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ। ଜୀବନରେ ହସଖୁସିର ଆଗମନ ହୋଇଥାଏ। ଶନିବାରରେ ଶମି ବୃକ୍ଷକୁ ଦାନ କରିବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories