ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..

ଦେବଗୁରୁ ବୃହସ୍ପତି ୧୨ ବର୍ଷ ପରେ ବୃଷ ରାଶିରେ ପ୍ରବେଶ କରିବେ। ବୃହସ୍ପତି ୧ ମେ ୨୦୨୪ରୁ ୧୪ ମେ ୨୦୨୫ ପର୍ଯ୍ୟନ୍ତ ବୃଷ ରାଶିରେ ରହିବେ। ଗୁରୁ ଗ୍ରହଙ୍କୁ ବିବାହ, ଧନ ଓ କର୍ମକ୍ଷେତ୍ରର କାରକ ବୋଲି କୁହାଯାଏ। ଗୁରୁ ଗ୍ରହଙ୍କ ରାଶି ପରିବର୍ତ୍ତନ ବିଭିନ୍ନ ରାଶିରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବ। ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ବ୍ୟକ୍ତିଙ୍କ ଧନଜୀବନ ସହ ବ୍ୟବସାୟରେ ମଧ୍ୟ ଉନ୍ନତି କରିଥାଏ। ମାନ-ସମ୍ମାନ ବୃଦ୍ଧି ହୋଇଥାଏ। ଜାଣନ୍ତୁ କେଉଁ ରାଶିଙ୍କ … Continue reading ବୃହସ୍ପତି ଚଳନ : ୧୨ ବର୍ଷ ପରେ ବୃଷ ରାଶିରେ ଦେବଗୁରୁ, ୧୨ ରାଶିରେ ପ୍ରଭାବ.. କେତେ ଶୁଭ..