ଏପ୍ରିଲ ଏକ ତାରିଖରୁ ପ୍ୟାନ୍‌- ଆଧାର ନେଇ ହେବାକୁ ଯାଉଛି ଏହି ବଡ ପରିବର୍ତ୍ତନ

ନୂଆଦିଲ୍ଲୀ- ଏପ୍ରିଲ ଏକ ତାରିଖରୁ ପ୍ୟାନ ଆଧାର  ନେଇ କେତକ ପରିବର୍ତ୍ତନ ହେବା ପାଇଁ ଯାଉଛି ।

ଏପ୍ରିଲ ଏକ ତାରିଖରୁ ପ୍ୟାନ ଏବଂ ଆଧାର କାର୍ଡ ମଧ୍ୟରେ ଲିଙ୍କ୍‌କୁ ଅନିବାର୍ଯ୍ୟ କରାଯାଇଛି । ଏହାକୁ ଲିଙ୍କ୍‌ କରିବାର ସମୟ ସୀମାକୁ ୩୧ ମାର୍ଚ୍ଚ ୨୦୨୪ ଯାଏଁ କରାଯାଇଛି । ଏଥିରେ ବ୍ୟତିକ୍ରମ ହେଲେ ପ୍ୟାନ   ରଦ୍ଦ କରାଯାଇପାରେ । Pan Adhar Link

ପ୍ୟାନ ଆଧାର ଲିଙ୍କ ନହେଲେ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ ।

ଫାସ୍‌ଟ୍ୟାଗ ପାଇଁ କେଓ୍ୱାଇସିକୁ ଅନିବାର୍ଯ୍ୟ କରାଯାଇଛି । FasTag ଏହାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରିବା ପାଇଁ ସମୟ ଦିଆଯାଇଛି ।ଏହାର ଅପଡେଟ୍‌ ନକଲେ ଟୋଲ୍‌ ଗେଟରେ ଟଙ୍କା ଦେଣନେଣକୁ ନେଇ ଅସୁବିଧା ହୋଇପାରେ ।

Comments are closed.