www.samajalive.in
Monday, December 15, 2025
24.1 C
Bhubaneswar

ଶ୍ରୀକ୍ଷେତ୍ରରେ ପୁରୀରେ ଆୟୋଜିତ ହେବ ଓଶୋ ଧ୍ୟାନ ସାଧନା ଶିବିର

ଭୁବନେଶ୍ୱର- ପୁରୀରେ ଓଶୋ ଧ୍ୟାନ ସାଧନା ଶିବିର ଆୟୋଜନ କରାଯିବ । ଡିସେମ୍ବର ୧୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

ପୁରୀ ବଳିଆପଣ୍ଡା ନ୍ୟୁ ମେରାଇନ୍‌ ଡ୍ରାଇଭ୍‌ ରାସ୍ତା ଏକ ହୋଟେଲ୍‌ ପ୍ରାଙ୍ଗଣରେ ଏହାର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଓଶୋଙ୍କର ବିଭିନ୍ନ ଯୋଗ ସାଧନା ବିଷୟରେ ତାଲିମ୍‌ ପ୍ରଦାନ କରାଯିବ । ଡିସେମ୍ବର ୧୫ ସନ୍ଧ୍ୟା ୫ଟାରେ ଏହାର ଉଦ୍‌ଘାଟନ କରାଯିବ । ଡିସେମ୍ବର ୧୮ ତାରିଖ ଅପରାହ୍ନରେ ଏହାର ସମାପନ କରାଯିବ ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories