www.samajalive.in
Monday, December 15, 2025
24.1 C
Bhubaneswar

ଟ୍ରକ୍‌ ଧକ୍କାରେ ବାଇକ ଚାଳକ ମୃତ

ମାଲକାନଗିରି: ମାଲକାନଗିରି ଜିଲା ସଦର ବ୍ଲକ ମୋଟୁ ମୁଖ୍ୟ ରାସ୍ତା ଏମ୍‌ଭି-୧୩ ଗାଁ ନିକଟରେ ଟ୍ରକ୍‌ ଚାପାରେ ବାଇକ ଚାଳକ ମାଥିଲି ଥାନା ନାୟକଗୁଡ଼ା ଗାଁର ଗଙ୍ଗା ମାଡ଼କାମୀ(୨୬)ଙ୍କ ମୃତ୍ୟୁ ହୋଇଛି। ଏହାସହ ଏମ୍‌‌ଭି-୧୩ ଗାଁର ରତନ ପାଲ ଆହତ ହୋଇଛନ୍ତି। ଏମ୍‌‌ଭି-୧୩ ଗ୍ରାମ ରାସ୍ତା କଡ଼ରେ ବାଇକ ରଖି ଗଙ୍ଗା ସହ ରତନ ଠିଆ ହୋଇଥିବାବେଳେ ଟକ୍ରଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଗଙ୍ଗାଙ୍କ ମୃତ୍ୟୁ ଘଟିଥିଲା। ରତନଙ୍କୁ ସ୍ଥାନୀୟ ଲୋକେ ରତନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ମାଲକାନଗିରି ପୁଲିସ ଟ୍ରକ୍‌କୁ ଜବତ କରିଛି। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛିା

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories