ବାସୁଦେବପୁର: ଐତିହାସିକ ଚାରିବାଟିଆ ମନ୍ତେଇନଦୀ ଠାରେ ସ୍ଲୁଇସ ଗେଟ ବନ୍ଦ କରାଯିବାକୁ ନେଇ ଅସନ୍ତୋଷ। ଚିଙ୍ଗୁଡ଼ି ଚାଷ ପାଇଁ ସ୍ଲୁଇସ ଗେଟ ବନ୍ଦ କରାଯାଉଥିବା ଧାନ ଚାଷି ଅଭିଯୋଗ କରିଛନ୍ତି। ଚିଙ୍ଗୁଡ଼ି ମାଫିଆଙ୍କ ଜଳସେଚନ ବିଭାଗର ଅନୁକମ୍ପା। ଚାଷି ହନ୍ତସନ୍ତ। ହୋଇ ପାରୁନି ଧାନଚାଷ। ଏଯାଏଁ ପଡିପାରିନି ଧାନତଳି। ଚିଙ୍ଗୁଡି ପ୍ଲାଣ୍ଟରୁ ନିର୍ଗତ ବର୍ଯ୍ୟଜଳ କୋଷ୍ଟ କେନାଲ ଜଳକୁ କରୁଛି ଦୁଷିତ।
ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in
ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG
ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43



