www.samajalive.in
Monday, December 15, 2025
24.1 C
Bhubaneswar

କେନାଲ ଭିତରେ ଅଜଣା ବୃଦ୍ଧାଙ୍କ ମୃତଦେହ

ରେଙ୍ଗାଲିକ୍ୟାମ୍ପ: ରେଙ୍ଗାଲିକାମ୍ପ-ପତ୍ରାପାଲି ମଝିରେ ମୁଖ୍ୟ କେନାଲରେ ଏକ ଅଜଣା ବୃଦ୍ଧାଙ୍କ ମୃତଦେହ ଭାସି ଯାଉଥିବାର ଦେଖିବାକୁ ମିଳିଥିଲା। ଏହି ମୃତ ଦେହର ମୁହଁ ତଳକୁ ଓ ପିଠି ଉପରକୁ ଥିଲା ତେଣୁ ଜନସାଧାରଣ କେହି ଚିହ୍ନି ପାରି ନଥିଲେ । ଟାଙ୍ଗରପାଲିରୁ ବାହାରିଥିବା ରେଙ୍ଗାଲିକ୍ୟାମ୍ପ ମୁଖ୍ୟ କେନାଲରୁ ଏହି ମୃତ ଶରୀରଟି ଭାସି ଆସୁଥିବାର ଅନୁମାନ କରାଯାଏ। କିନ୍ତୁ କେଉଁ କାରଣରୁ ବୃଦ୍ଧାଟିର ମୃତ୍ୟୁ ଘଟିଛି ତାହା ଅନୁମାନ କରି ହେଉନାହିଁ। କାରଣ ମୃତ ଦେହଟି ନଗ୍ନ ଅବସ୍ଥାରେ ଭାସୁଥିବା ଦେଖିବାକୁ ମିଳିଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories