nua o banner

ସକାଳ ୯ଟା – ମୁଖ୍ୟ ସମ୍ବାଦ

BSKY banner  750×100

(୧) ‘ସମାଜ’ ପରିବାର ପକ୍ଷରୁ ଆମର ଅଗଣିତ ପାଠକଙ୍କୁ ନୂଆବର୍ଷ ୨୦୨୪ର ଶୁଭେଚ୍ଛା ଓ ଶୁଭକାମନା
– ୨୦୨୪ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ଉତ୍ତମ ସ୍ୱାସ୍ଥ୍ୟର ବର୍ଷ ହେଉ
(୨) ଦେଶବାସୀଙ୍କ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
(୩) ଇଂରାଜୀ ନବବର୍ଷ ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
(୪) ନୂଆବର୍ଷରେ ରାତି ୧ଟାରୁ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ପ୍ରବଳ ଭିଡ଼ ପରିଲକ୍ଷିତ
(୫) ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ନିୟମ
– ଶାଳୀନତାପୂର୍ଣ୍ଣ ବସ୍ତ୍ର ପରିଧାନ ସହ ପାନ-ଗୁଟ୍‌ଖା ବ୍ୟାନ୍‌
(୬) କେନ୍ଦୁଝର ଘସିପୁରା ଜାତୀୟ ରାଜପଥ -୨୦ ବାରିଗାଁ ଛକରେ କଣ୍ଟେନର ସହ କାର୍‌ ମୁହାଁମୁହିଁ ଧକ୍କା
– ୪ ଗୁରୁତର
(୭) ଆଜି ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– ତ୍ରିଶୂଳିଆ ରତାଗଡ ନୂଆସାହିରେ ଶିଳାନ୍ୟାସ କାର୍ଯ୍ୟକ୍ରମ
(୮) ବିଶ୍ୱ ଜନସଂଖ୍ୟା ଟପିଲା ୮୦୦ କୋଟି
(୯) ଆଜି ଠାରୁ ହାଇକୋର୍ଟରେ ନୂଆ ନିୟମ
– ଦାଖଲ ହୋଇଥିବା ମାମଲାର ଯାଞ୍ଚ ପରେ ମିଳିବ ନମ୍ବର
(୧୦) ଜାନୁଆରୀ ୪ରୁ ଚିଲିକାରେ ଆରମ୍ଭ ହେବ ପକ୍ଷୀ ଗଣନା
(୧୧) ନୂଆବର୍ଷରେ ରାଜ୍ୟ ସରକାର ଗଠନ କରିବେ ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ
(୧୨) ଆଜି ଖୋଲା ରହିବ ନନ୍ଦନକାନନ ଓ ରାଜ୍ୟ ସଂଗ୍ରହାଳୟ

Comments are closed.