www.samajalive.in
Tuesday, December 9, 2025
26.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. ଦେଢ଼ ବର୍ଷ ପରେ କାଲି ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ୍, ପିଲାଏ ଉତ୍ସାହିତ
୨. ଆଜି ଶବ ବ୍ୟବଚ୍ଛେଦ ହେବା ପରେ କେନ୍ଦ୍ରାପଡାର ନିଜ ବାସସ୍ଥାନରେ ପହଁଞ୍ଚିଲା ଗ୍ୟାଙ୍ଗଷ୍ଟର ହାଇଦରର ମରଶରୀର
୩. ଭଦ୍ରକ ୨୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଦୀପ୍ତିସୂର୍ଯ୍ୟ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ, ଜିଲ୍ଲା ପରିଷଦ ସଭ୍ୟ ସମେତ ୩ ଗୁରୁତର
୪. ସୋମ୍ୟରଞ୍ଜନ ମୃତ୍ୟୁ ମାମାଲା, ବଲାଙ୍ଗିରରେ ପାରଳାଖେମୁଣ୍ଡି ପୋଲିସର ୫ଜଣିଆ ଟିମ୍ କରୁଛି ତଦନ୍ତ କରୁଛି, ବୋହୂ ବିଦ୍ୟାଭାରତୀଙ୍କୁ ଗିରଫ ଦାବି କଲେ ସୋମ୍ୟଙ୍କ ବାପା ମା’
୫. ରାମଦେବଙ୍କ ଏଲୋପାଥି ବିରୋଧୀ ମନ୍ତବ୍ୟର ଦିଲ୍ଲୀ ହାଇକୋର୍ଟରେ କାଲି ହେବ ଶୁଣାଣି
୬. କିନୌର ଜିଲ୍ଲା ସାଙ୍ଗଲା ଉପତ୍ୟକାର ବୁଟସାରୀ ଅଞ୍ଚଳ ନିକଟ ଏକ ପାହାଡରେ ଭୂସ୍ଖଳନ ଯୋଗୁ ୯ ପର୍ଯ୍ୟଟକ ମୃତ
୭. କାର୍ଗିଲ ବିଜୟ ଦିବସ ପାଳନ ନେଇ ମନେ ପକାଇଲେ ମୋଦୀ ; ଜୁଲାଇ ୨୬ କାର୍ଗିଲ ବିଜୟ ଦିବସକୁ ଅମୃତ ମହୋତ୍ସବ ଭାବେ ପାଳନ ହେବ
୮. ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି
୯. ଓଡିଶାରେ କରୋନା: ନୂଆ ଆକ୍ରାନ୍ତ ୧୮୩୩, ସୁସ୍ଥ ୨୧୦୮, ମୃତ ୬୭, ଆଜି ଟୀକା ନେଇଛନ୍ତି ୯୬୧୩
୧୦. ଭାରତରେ କରୋନା: ନୂଆ ଆକ୍ରାନ୍ତ ୩୯୭୪୨, ସୁସ୍ଥ ୩୯୯୭୨, ମୃତ ୫୩୫, ଆଜି ଟୀକା ନେଇଛନ୍ତି ୫୧,୧୮,୨୧୦

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories