www.samajalive.in
Sunday, December 14, 2025
23.1 C
Bhubaneswar

ନେପାଳରେ ନଦୀ ଭିତରକୁ ଖସି ପଡ଼ିଥିବା ବସଯାତ୍ରୀଙ୍କୁ ଖୋଜୁଛି ଏନଡିଆରଏଫ

ଡେସ୍କ: ଗତ ସପ୍ତାହ ଶୁକ୍ରବାର ଭୋରରେ ତ୍ରିଶୁଳୀ ନଦୀ ଭିତରକୁ ଖସିପଡ଼ିଥିବା ଦୁଇଟି ବସ ଓ ନିଖୋଜ ଯାତ୍ରୀଙ୍କ ତଲାସୀ ଅଭିଯାନରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ – ଏନଡିଆରଏଫ ସାମିଲ ହୋଇଛି। ଟିମ ଚିତବନର ସିମଲତାଲ ନିକଟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ନେପାଳ ସରକାରଙ୍କ ଅନୁରୋଧକୁ ଗ୍ରହଣ କରି ଭାରତ ସରକାର ଏନଡିଆରଏଫର ୧୨ଜଣ ସଦସ୍ୟଙ୍କୁ ପଠାଇଛନ୍ତି। ଏବେ ସୁଦ୍ଧା ନଦୀରେ ବୁଡି ଯାଇଥିବା ଦୁଇଟି ବସ ସଂପର୍କରେ କୌଣସି ସୁରାକ ମିଳିନାହିଁ। ଦୁଇଟି ବସରେ ୬୫ ଜଣ ଯାତ୍ରୀ ଥିଲେ। ଏବେ ସୁଦ୍ଧା ୨୩ ଜଣଙ୍କ ମୃତଦେହ ଜବତ ହୋଇଛି।

ଟ୍ରମ୍ପଙ୍କ ଉପରେ ଆକ୍ରମଣ ପୂର୍ବରୁ ରାଲି ସ୍ଥଳ ଉପରେ ଡ୍ରୋନ୍ ଉଡ଼ାଇଥିଲା ଅଭିଯୁକ୍ତ

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories