ଟ୍ରମ୍ପଙ୍କ ଉପରେ ଆକ୍ରମଣ ପୂର୍ବରୁ ରାଲି ସ୍ଥଳ ଉପରେ ଡ୍ରୋନ୍ ଉଡ଼ାଇଥିଲା ଅଭିଯୁକ୍ତ

ଡେସ୍କ: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିବା ବନ୍ଧୁକଧାରୀ ଥୋମାସ ମାଥ୍ୟୁ କ୍ରୁକ୍ ଏକ ଡ୍ରୋନ୍ ବ୍ୟବହାର କରି ପେନସିଲଭାନିଆ ମେଳା ପଡ଼ିଆକୁ ଆକାଶମାର୍ଗରୁ ଦେଖିଥିଲା ବୋଲି ଜଣାପଡିଛି। ଏହି ଘଟଣା ଟ୍ରମ୍ପଙ୍କ ରାଲି ପୂର୍ବରୁ ସୁରକ୍ଷାରେ ହୋଇଥିବା ଆଶ୍ଚର୍ଯ୍ୟଜନକ ତ୍ରୁଟିକୁ ଦର୍ଶାଉଛି। ଗୁଳିକାଣ୍ଡର ୬ ଦିନ ପୂର୍ବରୁ ଜୁଲାଇ ୭ ତାରିଖରେ ଥୋମାସ କ୍ରୁକ୍ସ ରାଲି ପଡ଼ିଆ ପରିଦର୍ଶନ କରିଥିଲା ଏବଂ ଘଟଣା ଦିନ ସକାଳେ ଆଉ ଥରେ ସେହି ସ୍ଥାନକୁ … Continue reading ଟ୍ରମ୍ପଙ୍କ ଉପରେ ଆକ୍ରମଣ ପୂର୍ବରୁ ରାଲି ସ୍ଥଳ ଉପରେ ଡ୍ରୋନ୍ ଉଡ଼ାଇଥିଲା ଅଭିଯୁକ୍ତ