nua o banner

ଶୋଇଥିବା ବେଳେ ଜଳିଗଲେ ବୃଦ୍ଧ; ହତ୍ୟା ସନ୍ଦେହ

BSKY banner  750×100
0

କନ୍ଧମାଳ: ନିଆଁରେ ଜଳି ଜଣେ ୬୦ ବର୍ଷାୟ ବୃଦ୍ଧ ଗୁରୁତର ହୋଇଛନ୍ତି । ତାଙ୍କ ନାମ ହେଲା ଟିକୁନା ମଲ୍ଲିକ । ବୃଦ୍ଧ ଜଣଙ୍କ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ଘରେ ନିଆଁ ଲଗାଇ ଦେଇଥିଲା। ନିଆଁରେ ତାଙ୍କ ଶରୀରର ୯୦ ପ୍ରତିଶତ ଜଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ଫିରିଙ୍ଗିଆ ପୁଲିସ ପହଞ୍ଚି ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ଉଦ୍ଧାର କରି ବ୍ରହ୍ମପୁର ମେଡିକାଲରେ କଲେଜରେ ଭର୍ତ୍ତି କରିଛନ୍ତି । କେହି ତାଙ୍କୁ ହତ୍ୟା ଷଡଯନ୍ତ୍ର କରିଥିବା ସନ୍ଦେହ କରାଯାଉଛି ।

Leave A Reply