BJD Bijuli 480×75 Mob

ସ୍ତ୍ରୀକୁ ଟାଙ୍ଗିଆ​‌ରେ ହାଣି ହତ୍ୟା କଲା ସ୍ବାମୀ

BJD Bijuli 480×75 Mob
0

ପାଲଲହଡା : ସ୍ତ୍ରୀକୁ ସନ୍ଦେହ କରି ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ। ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ ଯେ, ଉଭୟ ସ୍ବାମୀ-ସ୍ତ୍ରୀ ନିଜ ଝିଅ-ଜ୍ବାଇଁଙ୍କ ଘରକୁ ବୁଲିବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେଥିରେ ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଦେଇଥିଲେ।

Leave A Reply