www.samajalive.in
Monday, December 15, 2025
14.1 C
Bhubaneswar

ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ; ସାପକୁ ମୁଣ୍ଡିଆ ମାରିଲା ମାଙ୍କଡ, ଆଉ ତା’ପରେ..

ନୂଆଦିଲ୍ଲୀ : ଚଳିତ ବର୍ଷ ୨୮ ଜୁଲାଇରେ ନାଗ ପଞ୍ଚମୀ ପର୍ବ ପାଳନ କରାଯାଇଥିଲା । ଏହି ଦିନ ଅର୍ଥାତ୍‌ ସାପ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍‌ ହୋଇଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ନିକଟରେ ଭାଇରାଲ୍‌ ହୋଇଥିବା ଏକ ଅଦ୍ଭୁତ ଭିଡିଓ ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ବେଶ ଭାଇରାଲ୍‌ ହେଉଛି । ଭିଡିଓଟି ଏକ ମାଙ୍କଡର ଓ ସାପର ।


ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖିପାରିବେ, ଏକ ସାପ ଓ ମାଙ୍କଡ ଏକାଠି ନଜର ଆସିଛନ୍ତି । ଦୃଶ୍ୟଟି ଏକ ଗାଁର ବୋଲି ଜଣାପଡୁଛି । ଭିଡିଓର ଆରମ୍ଭରେ ଦେଖିପାରିବେ, ଏକ ମାଙ୍କଡ ଏକ ସାପ ସାମ୍ନାରେ ମୁଣ୍ଡ ନୁଆଁଇବା ସହ ମୁଣ୍ଡିଆ ମାରୁଛି । ସାପଟି ଫଣା ଟେକି ରହିଛି । ଏହାପରେ ମାଙ୍କଡ ସାପଟିକୁ ନେଇ ନିଜ ବେକରେ ଗୁଡାଇ ଦେଉଛି । ମାତ୍ର ଆଶ୍ଚର୍ଯ୍ୟକର କଥା ହେଉଛି, ସାପ ମାଙ୍କଡର କୌଣସି କ୍ଷତି କରୁ ନାହିଁ । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

- Advertisement -

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories