ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ପର୍ବ ୯ ଅଗଷ୍ଟରେ ପାଳନ କରାଯିବ । ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା ପର୍ବ ଭଦ୍ରାମୁକ୍ତ ରହିବ । ଏହାସହ ରାକ୍ଷୀ ବାନ୍ଧିବା ପାଇଁ ୭ ଘଣ୍ଟା ପାଇଁ ଶୁଭ ସମୟ ମଧ୍ୟ ରହିଛି । ଶାସ୍ତ୍ର ଅନୁସାରେ ରକ୍ଷା ବନ୍ଧନରେ ଚଳିତ ବର୍ଷ ଦୁର୍ଲ୍ଲଭ ସଂଯୋଗ ସହ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ବର୍ଷିବ । ଜାଣନ୍ତୁ.. ମେଷ- ଏହି ରାଶିଙ୍କୁ ନୂଆ ନୂଆ … Continue reading ରାକ୍ଷୀ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..