ଲିଙ୍ଗରାଜ ମନ୍ଦିରରେ ମୋଦିଙ୍କ ଫଟୋ, ବିଶ୍ୱର ସର୍ବାଧିକ ଲୋକପ୍ରିୟ ଫେସ୍‌ବୁକ୍‌ ପୋଷ୍ଟ!

0

କଟକ: ଲିଙ୍ଗରାଜ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ ଯୋଡି ପ୍ରାର୍ଥନ କରୁଥିବା ଏକ ଫଟୋ ସାରା ବିଶ୍ୱରେ ବିଶ୍ୱସ୍ତରୀୟ ନେତାମାନେ ଫେସ୍‌ବୁକରେ ପୋଷ୍ଟ କରିଥିବା ସବୁଠାରୁ ଲୋକ ପ୍ରିୟ ପୋଷ୍ଟ୍‌ ର ମାନ୍ୟତା ପାଇଛି। ୨୦୧୭ ସିହାରେ ଭୁବନେଶ୍ୱରରେ ବିଜେପିର ଜାତୀୟ କାର୍ଯ୍ୟ କାରିଣୀର ବୈଠକ ବସିଥିବା ବେଳେ  ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ୱର ଆସିଥିଲେ । ଏହି ସମୟରେ ସେ ଲିଙ୍ଗରାଜ ମନ୍ଦିରରେ ଦର୍ଶନ କରିଥିଲେ । ଏଥିରେ ସେ ଲୋକମାନଙ୍କୁ ହାତ ଯୋଡି ଅଭିବାଦନ କରୁଥିବା ଫଟୋ ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌ ବା ଲୋକ ପ୍ରିୟତା ହାସଲ କରିଛି ।

 

Leave A Reply