www.samajalive.in
Monday, December 15, 2025
16.1 C
Bhubaneswar

ମାଲକାନଗିରି ଓମ୍‍ସା ଶାଖା ପକ୍ଷରୁ ଧାରଣା

ମାଲକାନଗିରି : ମାଲକାନଗିରି ଜିଲା ଓମସା ଶାଖା ପକ୍ଷରୁ ରାଜ୍ୟ ସଂଘର ଡାକରାରେ ବିଭିନ୍ନ ଦାବି ନେଇ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଡାକ୍ତରମାନେ ଧାରଣାରେ ବସିଥିଲୋ ତେବେ ରୋଗୀ ଚିକିତ୍ସାରେ କୌଣସି ସମସ୍ୟା ସୃଷ୍ଟି ହେବନାହିଁ ବୋଲି ଆନ୍ଦୋଳନକାରୀ ଡାକ୍ତର କହିଛନ୍ତି। ରୋଗୀଙ୍କୁ ଚିକିତ୍ସା ସହ ତାଙ୍କର ଦାବିଗୁଡିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଏଭଳି ଦାବି କରା ଯାଉଥିବା ମାଲକାନଗିରି ଓମସା ଶାଖା ସଭାପତି ଡଃ ଅଜୟ କୁମାର ବୈଠାରୁ ପ୍ରକାଶ କରିଛନ୍ତିା ବୁଧବାର ଏହି ବନ୍ଦ ଡାକରାରେ ମାଲକାନଗିରିର ବିଶିଷ୍ଠ ଶ୍ୟଲ୍ୟ ବିଶେଷଜ୍ଞ ଡ. ସପନ କୁମାର ଡିଣ୍ଡା, ଡ. ପ୍ରଫୁଲ୍ଲ କୁମାର ବେହେରା, ଅନିଲ କୁମାର ମିଶ୍ର ପ୍ରମୁଖ ଡାକ୍ତର ଯୋଗ ଦେଇଥିଲୋ ବିଶେଷ କରି ଓ.ଏମ୍‍. ଏଣ୍ଡ ହେଚ୍‍.ଏସ୍‍. ସୁରକ୍ଷା ବ୍ୟବସ୍ଥା କଡାକଡି, ଡାକ୍ତରଙ୍କୁ ନିର୍ଭୟରେ କାର୍ଯ୍ୟ କରିବାକୁ ସୁଯୋଗ, ଠିକା ଓ ଅସ୍ଥାୟୀ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି, ଡିଏସିପି କ୍ୟାଡର ରୁଲ ଅନ୍ତର୍ଗତ ପଦୋନ୍ନତି ପ୍ରଦାନ, ୨୦୧୮ ଓଏମ୍‍ ଏଣ୍ଡ ହେଚଏସ୍‍ ରୁଲ ପ୍ରତ୍ୟାହାର, ଡେଣ୍ଡର ସଜ୍ଜନ ପାଇଁ କ୍ୟାଡର ପୁନର୍ଗଠନ, ଅବସର ବୟସ ସୀମା ୬୨ ବର୍ଷ ବୃଦ୍ଧିକୁ ବିରୋଧ, କାର୍ଯ୍ୟ ସମୟ ନିର୍ଘଂଟ, ଚାକିରି ଚାର୍ଟ ପ୍ରଚଳନ ସହ ଅନ୍ୟାନ୍ୟ ସରାକାରୀ ଛୁଟିଦିନର ଉପଭୋଗ କରିବାକୁ ସୁଯୋଗ, ସ୍ୱଚ୍ଛ ବଦଳି ପ୍ରଭୃତି ଦାବି ସରକାର ନ ମାନିଲେ ଆସନ୍ତା କାଲି ଠାରୁ ସମୂହ ଛୁଟିରେ ଯିବା ପାଇଁ ନିଷ୍ପତ୍ତି ନେଇଥିବା ସଭାପତି ଶ୍ରୀ ବୈଠାରୁ ପ୍ରକାଶ କରିଛନ୍ତିା

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories