www.samajalive.in
Sunday, December 7, 2025
26.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

ଓଡ଼ିଶାରେ ଆଉ ୮୧୬ କରୋନା ଆକ୍ରାନ୍ତ ଚିହ୍ନଟ

୧୮ ବର୍ଷ ବୟସରୁ କମ୍‍ ବୟସ ବର୍ଗରେ ୧୦୬ ନୂଆ ସଂକ୍ରମିତ

- Advertisement -

ସଂଗରୋଧରୁ ୪୭୫ ଏବଂ ସ୍ଥାନୀୟ ସଂକ୍ରମିତ ୩୪୧ ଜଣ

ଅନୁଗୁଳ ଜିଲାରେ ୧୩, ବାଲେଶ୍ୱର ୪୬, ବରଗଡ ୧୩, ଭଦ୍ରକ ୯ ଓ ବଲାଙ୍ଗିର ଜିଲାରେ ୩ ନୂଆ ସଂକ୍ରମିତ ଚିହ୍ନଟ

କଟକରେ ୧୧୬, ଦେବଗଡ ୧୩, ଢେଙ୍କାନାଳ ୧୯, ଜଗତସିଂହପୁର ୩୪, ଯାଜପୁର ୩୧ ଓ ଝାରସୁଗୁଡାରେ ୧, କଳାହାଣ୍ଡିରେ ୪ ଜଣ ଚିହ୍ନଟ

କନ୍ଧମାଳରେ ୩, କେନ୍ଦୁଝରରେ ୧୬, ଖୋର୍ଦ୍ଧାରେ ୨୯୧ ଜଣ ନୂଆ କରୋନା ସଂକ୍ରମିତ

କୋରାପୁଟରେ ୫, ମାଲକାନଗିରି ୪, ମୟୁରଭଞ୍ଜ ୨୭, ନୟାଗଡ ୧୨, ନୂଆପଡା ୧, ପୁରୀ ୨୦ ଓ ରାୟଗଡାରେ ୧ ଚିହ୍ନଟ

ସମ୍ବଲପୁର ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮, ସୁନ୍ଦରଗଡ ୧୬ ଓ ଷ୍ଟେଟପୁଲରୁ ୬୨ ନୂଆ ସଂକ୍ରମିତ ଚିହ୍ନଟ

ଦିନକରେ ୭୬୪ ଜଣ ସୁସ୍ଥ ହୋଇଥିବାବେଳେ ସଂପ୍ରତି ୮୨୭୧ ସକ୍ରିୟ ସଂକ୍ରମିତ ରହିଛନ୍ତି

ରାଜ୍ୟରେ କରୋନାରେ ଆଉ ୬୯ ଜଣଙ୍କର ମୃତ୍ୟୁ

କଟକ ଜିଲାରେ ସର୍ବାଧିକ ୩୮ ଜଣଙ୍କର ମୃତ୍ୟୁ

ଜଗତସିଂହପୁର ଜିଲାରେ ୯, ଢେଙ୍କାନାଳରେ ୬, ଯାଜପୁର, କେନ୍ଦ୍ରାପଡା ଓ ମୟୁରଭଞ୍ଜରେ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି

ଅନୁଗୁଳ ଓ ନବରଙ୍ଗପୁର ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଭଦ୍ରକ, କେନ୍ଦୁଝର, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ପ୍ରାଣହାନି

ରାଜ୍ୟରେ ଗୁରୁବାର ସୁଦ୍ଧା କରୋନା ଜନିତ ମୃତ୍ୟୁ ୮୬୯୭କୁ ବୃଦ୍ଧି

ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪୪,୬୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୦୩,୧୮୮କୁ ବୃଦ୍ଧି

ଚିକିତ୍ସାଧୀନ ଅବସ୍ଥାରେ ୪୯୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୬,୮୬୧

ମୃତ୍ୟୁହାର ୧.୩୪%

ଦିନକରେ ଆଉ ୩୨,୯୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୧୮,୨୧,୪୨୮ ସୁସ୍ଥ

ସୁସ୍ଥତା ହାର ୯୭.୬୦%

୩,୪୪,୮୯୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ; ସକ୍ରିୟ ଆକ୍ରାନ୍ତ ହାର ୧.୦୬%

ଦିନକରେ ୧୮,୨୪,୯୩୧ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୫୧,୪୯,୫୪,୩୦୯ ନମୁନା ପରୀକ୍ଷା କରାଯାଇଛି

ସେହିପରି ୨୪ ଘଣ୍ଟାରେ ୭୯,୪୮,୪୩୯ ଟିକା ନେଇଥିବା ବେଳେ ମୋଟ ୬୧,୨୨,୦୮,୫୪୨ ଟିକା ନେଇ ସାରିଛନ୍ତି

କାବୁଲ ବିସ୍ଫୋରଣକାରୀଙ୍କୁ ବାଇଡେନଙ୍କ ଚେତାବନୀ- ଖୋଜି ଖୋଜି ମାରିବୁ

କାବୁଲ ବିମାନବନ୍ଦରରେ ୩ ଆତ୍ମଘାତୀ ବିସ୍ଫୋ‌ରଣ : ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି, ୧୫୦ ଗୁରୁତର

୧୦ ଆମେରିକା ସୈନ୍ୟ ମୃତ, ଶତାଧିକ ଗୁରୁତର

ଆର୍ଥିକ ସହାୟତା ମାଗୁଛି ତାଲିବାନ

ଟୋକିଓ ପାରାଲିମ୍ପିକ୍‌ସ ଟେବୁଲ ଟେନିସ : ଭାବିନା ପ୍ରିକ୍ବାର୍ଟରରେ ; ସୋନାଲଙ୍କ ବିଦାୟ

ଆଜି ରାଜ୍ୟ କ୍ୟାବିନେଟ

କମିବ କୋଭିସିଲ୍ଡ ଦୁଇ ପାନ ଟିକା ବ୍ୟବଧାନ ଅବଧି

+୨ ପାଠ୍ୟଖସଡ଼ା ହ୍ରାସ ପାଇଁ ପ୍ରସ୍ତାବ : ବଦଳିବ ପରୀକ୍ଷା ରୂପରେଖ, ନିୟମିତ ମପାଯିବ ଦକ୍ଷତା

ତୃତୀୟ ଲହର ପାଇଁ ପ୍ରସ୍ତୁତ : ଡିଏମଇଟି

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories