www.samajalive.in
Sunday, December 7, 2025
23.1 C
Bhubaneswar

ଦିନ ୧୧ଟା – ମୁଖ୍ୟ ଖବର

କାବୁଲ ବିମାନ ବନ୍ଦରରେ ପାଣି ବୋତଲ ୩୦୦୦ ଟଙ୍କା, ଭାତ ପ୍ଲେଟ ୭୦୦୦ ଟଙ୍କା

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୪୯ କରୋନା ସଂକ୍ରମିତ

- Advertisement -

ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ ୧୩୦ ଜଣ ସଂକ୍ରମିତ ହୋଇଛନ୍ତି

ସଂଗରୋଧରୁ ୪୯୨ ଓ ସ୍ଥାନୀୟ ସଂକ୍ରମିତ ୩୫୭ ଜଣଙ୍କୁ ଚିହ୍ନଟ କରାଯାଇଛି

ଅନୁଗୁଳ ଜିଲାରୁ ୧୯, ବାଲେଶ୍ୱର ୪୮, ବରଗଡ ୧୫, ଭଦ୍ରକ ୯, ବଉଦ ୧ ଏବଂ କଟକ ଜିଲାରୁ ୧୧୫ ଜଣ ସଂକ୍ରମିତ ଚିହ୍ନଟ

ଦେବଗଡରୁ ୯, ଢେଙ୍କାନାଳ ୧୪, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁର ୪୨ ଏବଂ ଯାଜପୁରରୁ ୪୨ ଜଣ ଚିହ୍ନଟ

ଝାରସୁଗୁଡାରୁ ୧, କଳାହାଣ୍ଡି ୩, କନ୍ଧମାଳ ୧, କେନ୍ଦ୍ରାପଡା ୨୪, କେନ୍ଦୁଝର ୮ ଏବଂ ଖୋର୍ଦ୍ଧା ଜିଲାରୁ ୩୧୩ ଜଣ ଚିହ୍ନଟ ହୋଇଛନ୍ତି

କୋରାପୁଟରୁ ୫, ମାଲକାନଗିରି ୨, ମୟୁରଭଞ୍ଜ ୨୬, ନୟାଗଡ ୧୯, ନୂଆପଡା ୧, ପୁରୀ ୨୨, ରାୟଗଡା ୨

ସମ୍ବଲପୁର ୨୦, ସୋନପୁର ୧, ସୁନ୍ଦରଗଡ ୧୫ ଓ ଷ୍ଟେଟପୁଲରୁ ୬୫ ଚିହ୍ନଟ

ଦିନକ ମଧ୍ୟରେ ରାଜ୍ୟରେ ୭୨୧ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୮୨୮୮ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି

ତାଲିବାନ ପଟୁ ବଢିଲା ଆକ୍ରମଣ ଆଶଙ୍କା; ଆମେରିକା ନାଗରିକ କାବୁଲ ବିମାନ ବନ୍ଦର ଫାଟକରୁ ଦୂରକୁ ଚାଲିଯିବାକୁ ସତର୍କସୂଚନା ଜାରି

ତାଲିବାନର ଘୋଷଣା: ଆଫଗାନ ନାଗରିକଙ୍କୁ ଦେଶ ଛାଡି ଯିବାକୁ ଅନୁମତି ଦିଆଯିବ ନାହିଁ

ଆଜି ନୂଆଦିଲ୍ଲୀରେ ବସୁଛି ସର୍ବଦଳୀୟ ବୈଠକ; ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଫଗାନିସ୍ତାନର ତାଜା ପରିସ୍ଥିତି ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଅବଗତ କରାଇବେ

କରୋନାରେ ରାଜ୍ୟରେ ଆଉ ୬୬ ଜଣଙ୍କର ମୃତ୍ୟୁ

ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୬୨୮କୁ ବୃଦ୍ଧି

କଟକ ଜିଲାରେ ୧୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ସମ୍ବଲପୁର ଜିଲାରେ ୧୧ ଜଣ ସଂକ୍ରମିତଙ୍କର ମୃତ୍ୟୁ

ଜଗତସିଂହପୁର ଜିଲାରେ ୮, ବରଗଡରେ ୮, ଯାଜପୁର ୪ ଏବଂ ବଉଦ ଜିଲାରେ ୩ ଜଣଙ୍କର ମୃତ୍ୟୁ

ବଲାଙ୍ଗିର, ଦେବଗଡ ଓ ଢେଙ୍କାନାଳ ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି

ଝାରସୁଗୁଡା, କଳାହାଣ୍ଡି ଓ ସୁନ୍ଦରଗଡ ଜିଲାରେ ମଧ୍ୟ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ରାୟଗଡା, ସୋନପୁରରେ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି

ଦେଶରେ ଦିନକରେ ୪୬,୧୬୪ ନୂଆ ସଂକ୍ରମିତ; କେରଳ ପାଇଁ ବଢିଲାଣି ଚିନ୍ତା

ଦିନକ ମଧ୍ୟରେ ଦେଶରେ ୩୪,୧୫୯ ଜଣ କରୋନାରୁ ସୁସ୍ଥ

ଦେଶରେ ଦୈନିକ ସଂକ୍ରମଣ ହାର ୨.୫୮% ଏବଂ ସାପ୍ତାହିକ ସଂକ୍ରମଣ ୨.୦୨%

ଆରୋଗ୍ୟ ହାର ସଂପ୍ରତି ୯୭.୬୩%

ବୁଧବାର ସଂଧ୍ୟା ସୁଦ୍ଧା ୫୧.୩୧ କୋଟି ନମୁନା ପରୀକ୍ଷା କରାଯାଇସାରିଛି

ଏଥିସହିତ ସେହି ସମୟ ମଧ୍ୟରେ ଦେଶରେ ୬୦.୩୮ କୋଟି ପାନ ଟିକା ଦିଆଯାଇସାରିଛି

ଗୁରୁବାର ଠାରୁ ଭାରତ-ପ୍ରଶାନ୍ତ ମହାସାଗରରେ କ୍ୱାଡର ମିଳିତ ସମରାଭ୍ୟାସ

ସୁୁପ୍ରିମ କୋର୍ଟରେ ବିଚାରପତି ପଦ ପାଇଁ ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ କଲେଜିୟମ ଦ୍ୱାରା ସୁପାରିଶ କରାଯାଇଥିବା ସମସ୍ତ ୯ ଜଣଙ୍କ ନାମକୁ ସରକାରଙ୍କ ଅନୁମୋଦନ

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories