www.samajalive.in
Sunday, December 14, 2025
19.1 C
Bhubaneswar

ନ୍ୟାୟିକ ନିଷ୍ପତ୍ତିକୁ ପ୍ରଭାବିତ କରୁଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ, ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖିଲେ ୬ ଶହ ଆଇନଜୀବୀ

ଡେସ୍କ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ଦେଶର ୬୦୦ ଆଇନଜୀବୀ ଏକ ପତ୍ର ମାଧ୍ୟମରେ ଦେଶରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟାଳୟର ନିର୍ଦ୍ଦେଶକୁ ପ୍ରଭାବିତ କରିବା ପାଇଁ ଚାପ ପ୍ରୟୋଗ କରୁଥିବା ଜଣାଇଛନ୍ତି। ବିଶେଷ ଭାବେ ଯେଉଁ ମାମଲାରେ ନେତା କିମ୍ବା ଭ୍ରଷ୍ଟାଚାର ଅଭିଯୁକ୍ତ ସାମିଲ ଅଛନ୍ତି, ସେହି ମାମଲାରେ ଏଭଳି ଘଟୁଥିବା ସେମାନେ ପ୍ରଧାନ ବିଚାରପତିଙ୍କୁ ଅବଗତ କରାଇଛନ୍ତି। ଏହା ଲୋକତନ୍ତ୍ର ଏବଂ ନ୍ୟାୟିକ ପ୍ରକ୍ରିୟା ପାଇଁ ବିପଦ ବୋଲି ପତ୍ରରେ କୁହାଯାଇଛି।

ପ୍ରଯୁକ୍ତି ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରନ୍ତୁ ଇଞ୍ଜିନିୟର – ରାଷ୍ଟ୍ରପତି

- Advertisement -

ଲୋକସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ପିଙ୍କି ଆନନ୍ଦଙ୍କ ଶହ ଦେଶର ୬ ଶହ ଆଇନଜୀବୀ ଦେଶର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଚିଠିରେ ଦର୍ଶାଇଛନ୍ତି। ତେବେ ଏହି ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ସମାଲୋଚନା କରିଛନ୍ତି।

ଜେଇଇ ମୁଖ୍ୟ ପରୀକ୍ଷା – ପରୀକ୍ଷା ସହର ଆବଣ୍ଟନ ସୂଚନା ସ୍ଲିପ୍ ଜାରି

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories