ଜେଇଇ ମୁଖ୍ୟ ପରୀକ୍ଷା – ପରୀକ୍ଷା ସହର ଆବଣ୍ଟନ ସୂଚନା ସ୍ଲିପ୍ ଜାରି

ଡେସ୍କ: ଚଳିତ ବର୍ଷ ଜେଇଇ ମୁଖ୍ୟ ପରୀକ୍ଷାର ଦ୍ଵିତୀୟ ଅଧିବେଶନରେ ପରୀକ୍ଷା ଦେଉଥିବା ଆବେଦନକାରୀଙ୍କୁ ପରୀକ୍ଷା ସହର ଆବଣ୍ଟନ ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଆଗୁଆ ସୂଚନା ସ୍ଲିପ୍ ଜାରି କରିଛି। ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନର ଦ୍ଵିତୀୟ ଅଧିବେଶନ ଏପ୍ରିଲ ୪ରୁ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ଭାରତ ବାହାରେ ୨୨ଟି ସହର ସମେତ ଦେଶର ୩ ଶହ ୧୯ଟି ସହରର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରତିଦିନ ଦୁଇଟି ସିଫ୍ଟରେ ପରୀକ୍ଷା … Continue reading ଜେଇଇ ମୁଖ୍ୟ ପରୀକ୍ଷା – ପରୀକ୍ଷା ସହର ଆବଣ୍ଟନ ସୂଚନା ସ୍ଲିପ୍ ଜାରି