ପ୍ରଯୁକ୍ତି ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରନ୍ତୁ ଇଞ୍ଜିନିୟର – ରାଷ୍ଟ୍ରପତି

ଡେସ୍କ: ଭିତ୍ତିଭୂମି ଓ ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଜଳବାୟୁ ଅନୁକୂଳ ଓ ଶକ୍ତି ସମ୍ପନ୍ନ କରିବା ଉପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁତ୍ୱାରୋପ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗ, ସିପିଡବ୍ଲ୍ୟୁଡିର ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, କୋଠା, ସଡ଼କ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାୟୀ, ଶକ୍ତି-ଦକ୍ଷ ଏବଂ ପରିବେଶ ଅନୁକୂଳ ହେବା ଉଚିତ। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ଇଞ୍ଜିନିୟରମାନେ ସେମାନଙ୍କ ଆଭିମୁଖ୍ୟରେ ଅଭିନବ ହେବା ଉଚିତ ଯାହାଦ୍ୱାରା … Continue reading ପ୍ରଯୁକ୍ତି ଭିତ୍ତିକ ଆଭିମୁଖ୍ୟ ଗ୍ରହଣ କରନ୍ତୁ ଇଞ୍ଜିନିୟର – ରାଷ୍ଟ୍ରପତି