www.samajalive.in
Tuesday, December 9, 2025
16.1 C
Bhubaneswar

ତେନ୍ଦୁଲକରଙ୍କୁ ପଛରେ ପକାଇଲେ କୋହଲି, ଦିନିକିଆ କ୍ରିକେଟରେ ପୁରା କଲେ ୧୪ ହଜାର ରନ୍

ଦୁବାଇ : ବିରାଟ କୋହଲି ଗୋଟେ ଗୋଟେ କରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ଏବେ କୋହଲି ସଚିନଙ୍କ ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ପାକିସ୍ତାନ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫି ମୁକାବିଲାରେ କୋହଲିଙ୍କ ଅନ୍ତର୍ଜାତୀୟ କ୍ରିକେଟରେ ୧୪ ହଜାର ରନ୍ ପୁରା ହୋଇଯାଇଛି । କୋହଲି ସଚିନ ତେନ୍ଦୁଲକର ଓ କୁମାର ସଙ୍ଗକାରାଙ୍କ ପରେ ଏହି ତାଲିକାରେ ତୃତୀୟ ଖେଳାଳୀ ଯିଏ ଏହି ରେକର୍ଡ କରିଛନ୍ତି । ସେ ସେପ୍ଟେମ୍ବର ୨୦୨୩ରେ ପାକିସ୍ତାନ ବିପକ୍ଷରେ କୋଲମ୍ବୋରେ ଏସିଆ କପ ସମୟରେ ୧୩ ହଜାର ଦିନିକିଆ ରନ୍ ପୁରା କରିଥିଲେ । କୋହଲି ୨୦୨୩ ବିଶ୍ବ କପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ମୁମ୍ବାଇରେ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories