କେନ୍ଦ୍ରାପଡ଼ା: ଚଣ୍ଡିଖୋଲ-ପାରାଦୀପ ରାସ୍ତାର ବଳଭଦ୍ରପୁର ନିକଟରେ ଦୁର୍ଘଟଣା। ଟ୍ରକକୁ ପଛରୁ ପିଟିଲା ଅଟୋ ଏବଂ ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଛନ୍ତି। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ପିଟି ହୋଇଥିଲା ଅଟୋ। ସମସ୍ତ ମୃତାହତ ପଞ୍ଚୁପାଣ୍ଡବ ପଲେଇ ଗାଁର ବୋଲି ସୂଚନା ମିଳିଛି।
Popular Categories



