www.samajalive.in
Sunday, December 7, 2025
23.1 C
Bhubaneswar

କଲ୍ୟାଣସିଂହପୁର ବ୍ଲକରେ ୨୦ ତାରିଖରେ ମତଦାନ

କଲ୍ୟାଣସିଂହପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋର ସୋରରେ ପ୍ରଚାର ଶେଷ ହୋଇଥିବା ବେଳେ ୨୦ ତାରିଖରେ ମତଦାନ ରହିଛି । ଯାହାଫଳରେ କାହାର ମୁଣ୍ଡରେ ସୁନାର ମୁକୁଟପିନ୍ଧା ଯିବ ଜନ ପ୍ରତିନିଧି ମାନେ ଅନାଇ ରହିଛନ୍ତି ।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ  ୪ଟି ପ୍ରମୁଖ ଦଳ ବିଜୁ ଜନତା ଦଳ, କଂଗ୍ରେସ, ବିଜେପି, ବହୁଜନ ସମାଜ ପାର୍ଟି ମଧ୍ୟରେ ପ୍ରତି ଦ୍ବନ୍ଦିତା ଚାଲିଥିବା ବେଳେ ନେତା ଓ ପ୍ରତିନିଧି ମାନେ ଦିନରାତି ଏକ କରି ଉକ୍ତ ବ୍ଲକର ୧୪ଟି ପଞ୍ଚାୟତର ପ୍ରତ୍ୟେକ ଗାଁ ଗାଁର ଘର ଘର ବୁଲି ନିଜ ନିଜ ଦଳୀୟ ଚିହ୍ନ ଦେଖାଇ ଭୋଟ ଭିକ୍ଷା କରିଥିଲେ ।
୨୦ ତାରିଖରେ ମତଦାନ ହେବା ପରେ ୨୬,୨୭,୨୮ତାରିଖରେ ଗଣତି କରାଯିବ। ଶେଷରେ କେଉଁ ଦଳ ସୁନାର ମୁକୁଟ ପିନ୍ଧିବ ତାହା ଦେଖିବାକୁ ବାକି ରହିଲା  ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories