BJD Bijuli 480×75 Mob

ମାଟ୍ରିକ ଖାତା ଦେଖା ଶେଷ, ମଇରେ ପରୀକ୍ଷାଫଳ

BJD Bijuli 480×75 Mob
0

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଖାତା ଦେଖା ସୋମବାର ଶେଷ ହୋଇଛି। ଖାତା ଦେଖା ସହ ମାର୍କ ପୋଷ୍ଟିଂ କାର୍ଯ୍ୟ ସମାପ୍ତ ହୋଇଛି। ମେ’ ପ୍ରଥମ ସପ୍ତାହରେ ପରୀକ୍ଷାଫଳ ପ୍ରକାଶ ନେଇ ଉଦ୍ୟମ କରାଯାଉଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଏ ବର୍ଷ ୫୭ଟି ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଉତ୍ତରଖାତା ମୂଲ୍ୟାୟନ ହୋଇଥିଲା। ୩୧ ତାରିଖ ସୁଦ୍ଧା ମୂଲ୍ୟାୟନ ଶେଷ ହୋଇଥିବାବେଳେ ଏପ୍ରିଲ ୧ ରେ ମାର୍କ ପୋଷ୍ଟିଂ ଶେଷ ହୋଇଥିଲା।

Leave A Reply