ଏହି ଉପାୟରେ ଜାମୁକୋଳିକୁ ରଖନ୍ତୁ ସଜେତ

0

ଜାମୁକୋଳି ନାଁ ଶୁଣିଲେ ସମସ୍ତଙ୍କ ମୁହଁରେ ପାଣି ଚାଲିଆସେ। ଏହା ଏଭଳି ଏକ ଫଳ ଯାହା ପାଟିକୁ ସ୍ବାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ଅଟେ। ପ୍ରାୟତଃ ଏହା ମେ ମାସରୁ ଅଗଷ୍ଟ ମାସ ମଧ୍ୟରେ ବଜାରରେ ମିଳିଥାଏ। ବିଭିନ୍ନ ସ୍ଥାନରେ ଜାମୁକୋଳି ଅଲଗା ଅଲଗା ହୋଇଥାଏ। କେଉଁଠି ଜାମୁକୋଳିର ଆକରା ଅଲଗା ହୋଇଥାଏ ତ, ଅନ୍ୟ କେଉଁଠି ତାହାର ସ୍ବାଦ ମଧ୍ୟ ଭିନ୍ନ ହୋଇଥାଏ।

ଜାମୁକୋଳି କିଣିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଜାମୁକୋଳି କିଣିବା ସମୟରେ ସମୟରେ ଚାଖିକି କିଣନ୍ତୁ।

କେତେକ ଦୋକାନୀ କେଳି ଉପରେ ତେଲ ଲଗାଇ ବିକ୍ରି କରନ୍ତି। ଏଥିପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୀରୁ ଅଟେ। ଏହି କୋଳି ପାଟିକୁ କଶା ଲାଗିଥାଏ।

prayash

ଟାଣ ଜାମୁ ଦେଖି କିଣନ୍ତୁ। ନହେଲେ ତାହା ଶୀଘ୍ର ନଷ୍ଟ ହୋଇଯିବ।

କିପରି ସତେଜ ରଖିବେ

ଜାମୁକୋଳିକୁ ସତେଜ ରଖିବା ପାଇଁ ଏହାକୁ ଫ୍ରିଜରେ ରଖନ୍ତୁ।

ଫ୍ରିଜ୍ ବାହାରେ ଅତି ବେଶୀରେ ଗୋଟିଏ କିମ୍ବା ଦୁଇ ଦିନ ସତେଜ ରହିବ।

ଏହାକୁ ଏକ ପାତ୍ରରେ ବା କୌଣସି ପ୍ଲାଷ୍ଟିକ୍ ଡବାରେ ବନ୍ଦ କରି ଫ୍ରିଜରେ ରଖି ପାରିବେ।

kalyan agarbati
Leave A Reply