www.samajalive.in
Sunday, December 7, 2025
14.1 C
Bhubaneswar

ଭାରତକୁ ୨୩୮ ରନର ବିଜୟ ଲକ୍ଷ୍ୟ ଦେଲା ପାକସ୍ତାନ

ଦୁବାଇ : ଭାରତ ପାକିସ୍ତାନ କ୍ରିକେଟ ମ୍ୟାଚରେ ପାକସ୍ତାନ ଟଚ୍‍ ଜିତି ବ୍ୟାଟିଂ କରବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂକରି ୨୩୮ ରନ୍‍ର ବିଜୟ ଲକ୍ଷ୍ୟ ଭାରତକୁ ଦେଇଛି। ପାକିସ୍ତାନର ସୋଏବ ମଲ୍ଲିକ ସର୍ବଧିକ ୭୮ ରନ୍‍ କରିଥିଲେ। ସେହିପରି ଭାରତର ଚହଲ, ବୁମରାହ୍‍, ୟାଦବ ୨ଟି ଲେଖାଏ ୱିକେଟ ନେଇଥିଲେ। ପାକିସ୍ତାନର ଅଧିନାୟକ ସରଫରାଜ ଏବଂ ସୋୟବ ମଲ୍ଲିକ ମିଶି ୧୦୭ ରନ କରିଥିଲେ। ଯାହା ପାକିସ୍ତାନକୁ ଏକ ଭଲ ସ୍କୋର କରିବାରେ ସଫଳ ହୋଇଥିଲା।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories