www.samajalive.in
Saturday, December 6, 2025
23.1 C
Bhubaneswar

ଆଇସଲ୍ୟାଣ୍ଡରେ ଆଗ୍ନେୟଗିରି ବିସ୍ଫୋରଣ, ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଡେସ୍କ: ଆଇସଲ୍ୟାଣ୍ଡର ରେଜେନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ପରେ ଦକ୍ଷିଣ ଆଇସଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଗତ ଡିସେମ୍ବର ପରଠାରୁ ଉପଦ୍ୱୀପରେ ଏହା ହେଉଛି ଚତୁର୍ଥ ଆଗ୍ନେୟଗିରି ବିସ୍ଫୋରଣ। ଏହି ବିସ୍ଫୋରଣ ଯୋଗୁଁ ବିପୁଳ ପରିମାଣର ଧୂଆଁ ଓ ଲାଭା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ବ୍ଲୁ ଲାଗୁନ୍ ସମେତ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି। ତେବେ ଆଇସଲାଣ୍ଡର କେଫାଲଭିକ ସମେତ ଅନ୍ୟ ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ରହିଛି।

ଟ୍ବେଣ୍ଟି୨୦ ବିଶ୍ବକପରୁ ବିରାଟଙ୍କୁ ବାଦ୍‌ ଦେବା ଅସମ୍ଭବ: ଶ୍ରୀକାନ୍ତ

- Advertisement -

ଆଇସଲାଣ୍ଡ ଉତ୍ତର ଆଟଲାଣ୍ଟିକର ଆଗ୍ନେୟଗିରି ପ୍ରବଣ ଅଞ୍ଚଳରେ ଅବସ୍ଥିତ। ଏଥିରେ ପୃଥିବୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ରହିଛି।

ଦ୍ରୁତ ଗତିରେ ଅଭିବୃଦ୍ଧି ଜାରି ରଖିବ ଭାରତ – ପ୍ରଧାନମନ୍ତ୍ରୀ

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories