ଟ୍ବେଣ୍ଟି୨୦ ବିଶ୍ବକପରୁ ବିରାଟଙ୍କୁ ବାଦ୍‌ ଦେବା ଅସମ୍ଭବ: ଶ୍ରୀକାନ୍ତ

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ବିଶ୍ବକପ୍‌ ଦଳରୁ ବିରାଟ କୋହଲିଙ୍କୁ ବାଦ୍‌ ଦିଆଯିବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଉକ୍ତ ଚର୍ଚ୍ଚା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ୨୦ ବିଶ୍ବକପରୁ ବିରାଟଙ୍କୁ ବାଦ୍‌ ଦେବା ଏତେ ସହଜ ନୁହେଁ ବୋଲି କ୍ରିକେଟ ପଣ୍ଡିତମାନେ କହିଛନ୍ତି। ବିରାଟ କୋହଲି ଟ୍ବେଣ୍ଟି୨୦ ବିଶ୍ବକପ ଦଳରୁ ବାଦ୍‌ ପଡ଼ିବା ଅସମ୍ଭବ। ସେ ବର୍ତ୍ତମାନ ଯେଉଁଭଳି ଫର୍ମରେ ରହିଛନ୍ତି ତାଙ୍କୁ ବାଦ୍‌ ଦିଆଯିବାର ଟିକିଏ ହେଲେ ସମ୍ଭାବନା ନାହିଁ ବୋଲି … Continue reading ଟ୍ବେଣ୍ଟି୨୦ ବିଶ୍ବକପରୁ ବିରାଟଙ୍କୁ ବାଦ୍‌ ଦେବା ଅସମ୍ଭବ: ଶ୍ରୀକାନ୍ତ