ଦ୍ରୁତ ଗତିରେ ଅଭିବୃଦ୍ଧି ଜାରି ରଖିବ ଭାରତ – ପ୍ରଧାନମନ୍ତ୍ରୀ

ଡେସ୍କ: ସମଗ୍ର ବିଶ୍ୱ ଅନିଶ୍ଚିତତା ଭିତରେ ଫସି ରହିଥିଲେ ମଧ୍ୟ ଭାରତ ଦ୍ରୁତ ଗତିରେ ଅଭିବୃଦ୍ଧି ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗତକାଲି ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗଦେଇ ସେ କହିଛନ୍ତି ଯେ ସମଗ୍ର ଦେଶ ଚାହୁଁଛି ଯେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେଉ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ସେ ଖବରରେ ରହିବାରେ ବିଶ୍ୱାସ କରନ୍ତି ନାହିଁ, ବରଂ ନିର୍ଦ୍ଧାରିତ ସମୟ … Continue reading ଦ୍ରୁତ ଗତିରେ ଅଭିବୃଦ୍ଧି ଜାରି ରଖିବ ଭାରତ – ପ୍ରଧାନମନ୍ତ୍ରୀ