www.samajalive.in
Monday, December 15, 2025
24.1 C
Bhubaneswar

୧୦୦ ବର୍ଷ ବଞ୍ଚିବା ପାଇଁ ଖାଆନ୍ତୁ ମଟନ୍‌‌!

ସଭିଏଁ ଇଚ୍ଛା କରନ୍ତି, ସେମାନେ ଦୀର୍ଘାୟୁ ହୁଅନ୍ତୁ। ମାତ୍ର ବର୍ତ୍ତମାନ ସମୟରେ ଲୋକେ ନିଜ ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଅଧିକାଂଶ ଲୋକେ ରୋଗଗ୍ରସ୍ତ ହେଉଛନ୍ତି। ହୃଦଘାତ କାରଣରୁ କମ୍‌‌ ବୟସରେ ମଧ୍ୟ ଜୀବନ ଚାଲି ଯାଉଛି। ପୂର୍ବ କାଳରେ ଲୋକେ ଦୀର୍ଘାୟୁ ହେଉଥିଲେ। ତେବେ ଦୀର୍ଘାୟୁ ହେବା ପାଇଁ ତଥା ୧୦୦ ବର୍ଷ ବଞ୍ଚିବା ପାଇଁ ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଜିନିଷ ସାମିଲ କରନ୍ତୁ। ଜାଣନ୍ତୁ..

ମାଂସକୁ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ଦୀର୍ଘାୟୁ ହୋଇପାରିବେ। ମାତ୍ର ଏହାକୁ ସୀମିତ ମାତ୍ରାରେ ଖାଇବା ଆବଶ୍ୟକ। ସୀମିତ ମାତ୍ରାରେ ସେବନ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳିଥାଏ। ଶରୀରରେ ଅନ୍ୟାନ୍ୟ ଭିଟାମିନ୍‌‌ର ଅଭାବ ମଧ୍ୟ ପୂରଣ ହୋଇଥାଏ। ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ।

- Advertisement -

ଜାମୁ କୋଳିରେ ବିଭିନ୍ନ ପ୍ରକାର ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ନିୟମିତ ରୂପରେ ଏହାର ସେବନ କରିବା ଦ୍ୱାରା ଚିନ୍ତା ଓ କୋଲେଷ୍ଟେରୋଲ୍‌‌ ହ୍ରାସ ହୋଇଥାଏ। ଏଥିରେ କର୍କଟକୁ ଦୂର କରିବାର ଗୁଣ ରହିଛି। ଏଥିରେ କ୍ୟାଲସିୟମ ଓ ଭିଟାମିନ୍‌‌ ଭରପୁର ରହିଛି। ହାଡକୁ ମଧ୍ୟ ମଜଭୂତ କରିବାରେ ସହାୟକ ହୋଇଥାଏ।

ଡାଳିମ୍ବରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହାର ଜୁସ୍‌‌ ସେବନ କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

ଛତୁରେ ଫାଇବର, ଭିଟାମିନ୍‌‌-ଡି, ପ୍ରୋଟିନ୍‌‌, ଜିଙ୍କ୍‌‌, ସେଲେନିୟମ ଭରପୁର ମାତ୍ରାରେ ରହିଛି। ଏଥିରେ ଥିବା ପୋଷକ ତତ୍ତ୍ୱ ଦୀର୍ଘାୟୁ କରିଥାଏ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories