ଭୁବନେଶ୍ୱର : ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା..
ଭୁବନେଶ୍ୱର ଉପକଣ୍ଠ ଧଉଳି ଖଟୁଆପଡ଼ା ନିକଟ ଦୟା ନଦୀରୁ ମଣିଷ କଙ୍କାଳ ଉଦ୍ଧାର..
କାମାକ୍ଷାନଗରରେ ବ୍ୟବସାୟୀଙ୍କ ଗ୍ୟାରେଜକୁ ବୋମାମାଡ଼; ଦାମୀ ଗାଡ଼ି ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ..
ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁ ହେବେ ନିର୍ବାଚନ କମିଶନର..
୨ ନୂଆ ନିର୍ବାଚନ କମିଶନରଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା..
ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କଲେ ରାଜ୍ୟ ସରକାର, ୪ଟି ବର୍ଗର ଶ୍ରମିକଙ୍କ ମଜୁରୀ ବଢିଲା..
ରାଜଧାନୀ ମୈତ୍ରୀ ବିହାରରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ..
ସ୍ତ୍ରୀକୁ ହତ୍ୟା କରି ଶବ ସହ ୩ ଦିନ ରହିଲା ସ୍ୱାମୀ..
ଉପକୂଳରୁ ଆଭ୍ୟନ୍ତର ସବୁଠି ଉପରମୁହାଁ ପାରଦ..
ଦିନେ ଦୁଇ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବା ସମ୍ଭାବନା..
ପଶ୍ଚିମା ଝଡ ଆଣିପାରେ ସାମାନ୍ୟ ଆଶ୍ବସ୍ତି..
ଆସନ୍ତା ୧୬ ଓ ୧୭ ରେ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..



