www.samajalive.in
Saturday, December 6, 2025
15.1 C
Bhubaneswar

ଖାଦ୍ୟରେ ଆଇରନର ଅଭାବରୁ ସୃଷ୍ଟି ହୁଏ ଏହି ସମସ୍ୟା

ମସ୍ତିଷ୍କ ଶିରାରେ ସୂଚାରୁ ରୂପେ ରକ୍ତସଞ୍ଚାଳନ ନ ହେବା ଦ୍ୱାରା କେଶ ଉପୁଡ଼ିଥାଏ। ଦୀର୍ଘ ସମୟ ଧରି ଏହି ସମସ୍ୟା ଲାଗି ରହିବା ଚନ୍ଦା ହେବାର ମୁଖ୍ୟ କାରଣ ହୋଇଥାଏ। ଖାଦ୍ୟରେ ଉପଯୁକ୍ତ ପୋଷକ ତତ୍ତ୍ୱର ଅଭାବ ହେବା ଦ୍ୱାରା କେଶ ଝଡ଼ିଥାଏ। ସଠିକ ପରିମାଣରେ ପୋଷକ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ବିଶେଷ କରି ଆଇରନର ସେବନ କରିବା ନିତ୍ୟାନ୍ତ ଆବଶ୍ୟକ ଅଟେ। ଖାଦ୍ୟରେ ଆଇରନର ମାତ୍ରା କମ ହେଲେ ହିଁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସହଜ ଉପାୟ ଦ୍ୱାରା ନିଜ ଖାଦ୍ୟରେ ଆଇରନର ମାତ୍ରାକୁ ସଠିକ ରଖିଲେ ଚନ୍ଦା ହେବା ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ। ଜାଣନ୍ତୁ ତାହା କ’ଣ….
ଆଇରନ କମ ହେବାର ଲକ୍ଷଣ –
ଥକ୍କାପଣ
ମୁଣ୍ଡ ବୁଲାଇବା
ଦୁର୍ବଳ ଲାଗିବା
ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା
ତ୍ୱଚା ହଳଦିଆ ହେବା
ଏକାଗ୍ରତା କରିବାରେ ଅସୁବିଧା
କେଉଁ ଖାଦ୍ୟରେ ଆଇରନ ଅଧିକ ପରିମାଣରେ ଥାଏ ….
ସୋୟାବିନ
ଭାତ
ବାଦାମ
ପନିର
ମାଂସ
ବିନସ
ଡ଼ାଳିମ୍ବ
ଗଜା ମୁଗ
ବିଭିନ୍ନ ପ୍ରକାର ଡ଼ାଲି

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories