www.samajalive.in
Monday, December 15, 2025
24.1 C
Bhubaneswar

ସକାଳ ୯ଟା – ମୁଖ୍ୟ ସମ୍ବାଦ

ବଡ ଖବର
# ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ଲୋଡିବେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା
# ଅଗଷ୍ଟ ୧ରେ ଖୋଲିବ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ

ଆଞ୍ଚଳିକ
# କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗତ ୫ବର୍ଷ ମଧ୍ୟରେ ୩୩୬ ଜଣଙ୍କୁ ଗିରଫ କରିବା ସହ ୧୦୭ କୋଟି ୫୨ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ଓ ୫୪ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି
# କୋରାପୁଟ କୁନ୍ଦୁଲିରେ ଓରମାସ ସ୍ଥାପନ କରିବା ଅଦା ପ୍ରକ୍ରିୟାକରଣ ୟୁନିଟ
# ଅଗଷ୍ଟ ୧ରେ ଖୋଲିବ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ
# କଟକ ଟ୍ରିପିଲ ହତ୍ୟାକାଣ୍ଡ ଘଟଣାରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ହତ୍ୟାକାରୀ ସନ୍ଦେହରେ ପୁଲିସର ପଚାର ଉଚୁରା ଜାରି
# କଟକ ଯୋବ୍ରା ମଲାସାହିରେ ଆତଙ୍କ, ମହିଳାଙ୍କୁ ଆକ୍ରମଣ ଅଭିଯୋଗ – ପୁଲିସ କହୁଛି ଚୋର, ମହିଳାଙ୍କ ଅସ୍ୱୀକାର
# ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି – ମାଲକାନଗିରି-କାଲିମେଳା, କାଲିମେଳା-ପଡିଆ, କାଲିମେଳା-ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
# ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର; ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ପ୍ରବଳ ଭିଡ଼

ଜାତୀୟ
# ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନରେ ଅଗଷ୍ଟ ୮ରେ ସମ୍ମାନିତ ହେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ
# ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ଲୋଡିବେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା
# ଉନ୍ନାଓ ବଳାତ୍କାର ପୀଡ଼ିତାଙ୍କ କାରକୁ ଧକ୍କା ଦେଲା ଟ୍ରକ, ମା ଓ ଖୁଡ଼ିଙ୍କ ମୃତ୍ୟୁ, ପୀଡ଼ିତା ଓ ଓକିଲଙ୍କ ଅବସ୍ଥା ଗୁରୁତର
# ବେଙ୍ଗାଲୁରୁରେ ପ୍ରଥମ ଫର୍ଣ୍ଣିଚର ଶୋ’ରୁମ ଖୋଲିବା ସହ ଅନଲାଇନ ବ୍ୟବସ୍ଥାୟ ସଂସ୍ଥା ଫ୍ଲିପକାର୍ଟ ଅଫଲାଇନ ବ୍ୟବସାୟ ଆରମ୍ଭ କରିଛି
# ବିଶ୍ବ ବ୍ୟାଘ୍ର ଦିବସ ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବ ଭାରତୀୟ ବାଘ ଗଣନା ରିପୋର୍ଟ-୨୦୧୮ ଉନ୍ମୋଚନ କରିବେ
# ଏକ ବର୍ଷ ନୁହେଁ ଏବେ ଚନ୍ଦ୍ରଯାନ-୨ ଦୁଇ ବର୍ଷ ପର୍ଯ୍ୟନ୍ତ କକ୍ଷ ପଥରେ ଘୂରି ବୁଲିବାକୁ ସମର୍ଥ ବୋଲି ଇସ୍ରୋ କହିଛି

- Advertisement -

ଆନ୍ତର୍ଜାତିକ
# କଲମ୍ବୋରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ବଙ୍ଗଳାଦେଶକୁ ୭ ୱିକେଟରେ ପରାସ୍ତ କରି ତିନି ଶୃଙ୍ଖଳା ବିଶିଷ୍ଟ ମ୍ୟାଚରେ ଶ୍ରୀଲଙ୍କା ୨-୦ରେ ଅଗ୍ରଣୀ
# ଭାରତୀୟ ବାୟୁସେନାର ମିଥ୍ୟା ଭିଡିଓ ପ୍ରସ୍ତୁତ ସହ ଟ୍ବିଟରରେ ପ୍ରସାର କରି ଲୋକହସା ହେଲେ ପାକିସ୍ତାନ ସେନାର ଲୋକ ସମ୍ପର୍କ ମହାନିର୍ଦ୍ଦେଶକ ଅସିଫ ଗଫୁର

Hot this week

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

Related Articles

Popular Categories