ସୌରିନ ଭଟ୍ଟଙ୍କ ନାମରେ ମାମଲା ରୁଜୁ, ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ

ଭୁବନେଶ୍ବର: ମୁମ୍ବଇ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ମାମଲା ରୁଜୁ ହୋଇଛି। ସୌରିନଙ୍କ ନାମରେ ଜଣେ ଯୁବତୀ ଥାନାରେ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଏତଲା ଆଧାରରେ ମାମଲା କଟକ ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି। ୧୬୧ ଧାରରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କଲା ପୁଲିସ। ପ୍ରଥମେ ଜଗତପୁର ଥାନାରୁ ଯାଇ ଯୁବତୀ ଜଣକ ମହିଳା ଥାନାରେ ଏତଲା କରିଛନ୍ତି ।

prayash

ଯୁବତୀଙ୍କୁ ଗାୟିକା କରାଇଦେବାର ପ୍ରତିଶ୍ରୁତି ଦେଇ ଶୋଷଣ କରାଯାଇଥିବା ଅଭିଯୋଗ କରାଯାଇଛି। ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯୁବତୀ। ଯୁବତୀ ଜଣକ ପ୍ରଥମେ ଜଗତପୁର ଥାନାକୁ ଏତଲା ଦାୟର କରିବାକୁ ଯାଇଥିଲେ, ଏହାପରେ ସେଠାରୁ ତାଙ୍କୁ ପୁଲିସ କଟକ ମହିଳା ଥାନା ପଠାଇଥିଲା।

kalyan agarbati

Comments are closed.