www.samajalive.in
Saturday, December 6, 2025
14.1 C
Bhubaneswar

ଭାଙ୍ଗିବ କି ସବୁ ରେକର୍ଡ; ପୁଣି ବଢିଲା ସୁନା ଦାମ୍‌

ଭୁବନେଶ୍ୱର : ଚିନ୍ତା ବଢାଇ ଚାଲିଛି ସୁନା ଦର । ଲଗାତାର ବୃଦ୍ଧି ପାଉଛି ଦର । ମେ’ ୮ ଅର୍ଥାତ୍‌ ଗୁରୁବାର ସୁନା ଦର ପୁଣି ବଢିଛି ।

୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପ୍ରତି ୯୯,୬୦୦ରେ ପହଞ୍ଚିଛି । ଗତକାଲି ଏହା ୯୯,୦୦୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ବୃଦ୍ଧି ହୋଇଛି।

- Advertisement -

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୧,୩୦୦ ରହିଛି । ଗତକାଲି ଏହା ୯୦,୭୫୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ବୃଦ୍ଧି ହୋଇଛି ।

୧୨ ବର୍ଷ ପରେ ବୃହସ୍ପତି କରିବେ ଏମିତି ଚଳନ ; ଏହି ରାଶିଙ୍କର ଆଉ ରହିବନି ଚିନ୍ତା, ହେବେ ଧନୀ, ହେବ ବିବାହ, ବଢିବ ଦରମା..

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୪,୭୦୦ ଟଙ୍କା ରହିଛି । ଗତକାଲି ଏହା ୭୪,୨୫୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୧,୧୦୦ ରହିଛି । ଗତକାଲି ମଧ୍ୟ ଏତିକି ଥିଲା ।

ଦେଖନ୍ତୁ ଭିଡିଓ ; କେମିତି ଇଂରାଜୀରେ କଥା ହେଉଛି କାଉ..

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁକୁ ଝାମ୍ପି ନେଇଥାନ୍ତା ବାଘ, ହେଲେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories