ଦେଖନ୍ତୁ ଭିଡିଓ ; କେମିତି ଇଂରାଜୀରେ କଥା ହେଉଛି କାଉ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । କିଛି ଭିଡିଓ ବେଶ ମନଛୁଆଁ ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥାଏ । ନିକଟରେ କାଉର ଭାଇରାଲ୍ ହେଉଥିବା ଏକ ଭିଡିଓ ଲୋକଙ୍କ ହୋସ୍ ଉଡାଇ ଦେଇଛି । ଭିଡିଓଟି ଦ୍ରୁତ ଗତିରେ ଭାଇରାଲ୍ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । This is Mourdour, an African Pied Crow in the UK casually asking … Continue reading ଦେଖନ୍ତୁ ଭିଡିଓ ; କେମିତି ଇଂରାଜୀରେ କଥା ହେଉଛି କାଉ..
Copy and paste this URL into your WordPress site to embed
Copy and paste this code into your site to embed